କାମ ସ୍ଥାନ ଯୋଡ଼
ଲୋକେଶନ୍ ଚିହ୍ନଟ ଚାଲୁ କର। ନିଜେ କାମ ଆରମ୍ଭ ଓ ଶେଷ ଦର୍ଜ କରିବାକୁ ଟାପ୍ କର। ଗାଡ଼ିର Bluetooth, Wi-Fi ବା ଚାର୍ଜର ପାଇଁ ଶର୍ଟ୍କଟ୍ରେ ଅଟୋମେଶନ୍ ବି ସେଟ୍ଅପ୍ କରିପାରିବ।
ଗୋଟିଏ ସ୍ଥାନ ମାଗଣାରେ ସେଭ୍ କରିପାରିବ। Clockpin Plus ସହ 20ଟି ପର୍ଯ୍ୟନ୍ତ ସ୍ଥାନ ଯୋଡ଼ିପାରିବ ଓ ପ୍ରତି ସ୍ଥାନ ପାଇଁ କାମ ସମୟ ସୂଚନା ସେଟ୍ କରିପାରିବ। ଥରେ କିଣିଲେ ହେଲା। ସବ୍ସ୍କ୍ରିପ୍ସନ୍ ନାହିଁ।